ବାଲୁସାହି
ଗୋଲାକାର ମିଠା ଗଜାବିଶେଷ — A kind of sweetment.
[ଦ୍ରଷ୍ଟବ୍ୟ —ଅଟା ବା ମଇଦାକୁ ପାଣିରେ ଚକଟି ତାକୁ ଟିକିଆ ପରି ବଳି ଘିଅରେ ଭାଜି ସିରାରେ ବୁଡ଼ାଇ ଏହା ପ୍ରସ୍ତୁତ କରାଯାଏ]