Jump to content

ବାଲୁ ବାଲୁ

ଉଇକିଅଭିଧାନ‌ରୁ

ବାଲୁ ବାଲୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ.

[ସମ୍ପାଦନା]

ପାଣିଆ ଓ ଆଠାଳିଆ ବସ୍ତୁ ଅନେକ ସ୍ଥାନରେ ବୋଳା ଯାଇଥିବା ଅବସ୍ଥା —୧. Sticking; with some sticky liquid or gum sticking at many undesirable place.

୨. କଦର୍ଯ୍ୟ ଓ ଅପରିଷ୍କୃତରୂପେ କାଳି ବୋଳି କରି ଲେଖିବା ପ୍ରକାରେ — ୨. Clumsily; (writing) in an ugly or slovenly manner.
୩. ବଲ ବଲ କରି ଚାହିଁବା ପ୍ରାକାରେ —୩. (gazing) In a vacant or staring manner.

ଦେଶଜ - ବିଶେଷଣ -

[ସମ୍ପାଦନା]

ବାଲୁ ବାଲୁଆ (ଦେଖ) - Bālu bāluā (See)