Jump to content

ବାଲେଶ୍ୱରୀ ସେର

ଉଇକିଅଭିଧାନ‌ରୁ

ବାଲେଶ୍ୱରୀ ସେର

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Bāleṡwarī sera
  • ଆଇ.ପି.ଏ. — bˈɔ ˈakaɾ lˈɔ ˈekaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ɾˈɔ dˈiːɾɡʰikˌaɾ ʃˈewɾɔ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୮. ଟଙ୍କା ଓଜନର ସେର — A standard seer of ୮୦ rupees weight.

[ଦ୍ରଷ୍ଟବ୍ୟ —ଏହାହିଁ ଭାରତର ସର୍ବତ୍ର ପ୍ରଚଳିତ ସେର; କେବଳ ଓଡ଼ିଶାର କଟକଜିଲ୍ଲାରେ କଟକୀ ସେର ଚଳେ. ଯହିଁର ଓଜନ ୧୮: ଟଙ୍କା]