Jump to content

ବାଲ୍ମିକି

ଉଇକିଅଭିଧାନ‌ରୁ

ବାଲ୍ମିକି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଲ୍ମିକ=ଉଇହୁଙ୍କା+ଇ; ହୁଙ୍କାରୁ ବାହାରି ଥିବାରୁ)

[ସମ୍ପାଦନା]

ଆଦିକବି; ରାମାୟଣ ରଚୟିତା ମୁନି — A sage; the author of the Sanscrit Rāmāyaṇa in verse.

[ଦ୍ରଷ୍ଟବ୍ୟ —ରତ୍ନାକର ଦସ୍ୟୁ ବହୁକାଳ ଏକାସନରେ ତପସ୍ୟା କରୁ କରୁ ତା ଉପରେ ଉଇହୁଙ୍କା ହୋଇଗଲା, ପରେ ସେ ଉଇହୁଙ୍କାରୁ ବାହାରି ବାଲ୍ମିକି ଋଷି ହେଲେ]