Jump to content

ବାଲ୍ୟ

ଉଇକିଅଭିଧାନ‌ରୁ

ବାଲ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବାଳ+ଭାବେ. ଯ)

[ସମ୍ପାଦନା]

ବାଳକାବସ୍ଥା; ଶୈଶବ — Childhood; boyhood; infancy.

[ଦ୍ରଷ୍ଟବ୍ୟଆ ଷୋଡ଼ଶାତ୍ ଭବେଦ୍ ବାଲ୍ୟ' ଏହା ୧୬: ବର୍ଷ ବୟସର ଆରମ୍ଭ ହେବାର ପୂର୍ବବର୍ତ୍ତୀ ପର୍ଯ୍ୟନ୍ତ ସମୟ ଅଟେ']

ସଂସ୍କୃତ - ବିଶେଷଣ - (ବାଳ+ଯ)

[ସମ୍ପାଦନା]
୧. ବାଳ ବା କେଶ ସମ୍ୱନ୍ଧୀୟ — ୧. Relating to hair.
୨. ବାଳକ ସମ୍ୱନ୍ଧୀୟ —୨. Relating to child.
୩. ବାଳକାଳ ସମ୍ୱନ୍ଧୀୟ —୩. Childish .
୪. ବାଳକସୁଲଭ — ୪. Childilke.