ବାଳବ
ଫଳିତ ଜ୍ୟୋତିଷ ଶାସ୍ତ୍ର ସମ୍ମତ ଏକାଦଶ କରଣରୁ ଦ୍ୱିତୀୟ କରଣ —One of the ୧୧ astrological conjunctions.
[ଦ୍ରଷ୍ଟବ୍ୟ —ଏ କରଣରେ ଶୁଭ କର୍ମ ନିଷିଦ୍ଧ; ଏ କରଣରେ ଜନ୍ମିଥିବା ବ୍ୟକ୍ତି କାର୍ଯ୍ୟକୁଶଳ ସ୍ୱପରିବାରପାଳକ, କୁଳଶୀଳ— ସମ୍ପନ୍ନ, ଉଦାର ଓ ବଳବାନ୍ ହୁଏ—ହିନ୍ଦୀ - ଶ]