Jump to content

ବାଳବୋଧ

ଉଇକିଅଭିଧାନ‌ରୁ

ବାଳବୋଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଦେବନାଗର ଲିପି (ହିନ୍ଦୀ - ଶ.) — The Debanāgara script.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବାଳକକର ବୋଧଗମ୍ୟ; ଅତି ସହଜ — Very easy.

(ଯଥା—ପଣ୍ଡିତ କୁଳମଣି ଦାଶଙ୍କ ବାଳବୋଧ ବ୍ୟାକରଣ)