Jump to content

ବାଳଭୋଗ

ଉଇକିଅଭିଧାନ‌ରୁ

ବାଳଭୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶ୍ରୀକୃଷ୍ଣଙ୍କ ବିଗ୍ରହଙ୍କୁ ଅର୍ପିତ ନୈବେଦ୍ୟ(ହିନ୍ଦୀ - ଶ.) —୧. Offering made to an idol of Ṡrīkṛushṇa.
୨. ଜଳଖିଆ (ହିନ୍ଦୀ - ଶ.) —୨. Light refreshment.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦେବତାଙ୍କୁ ଆର୍ପିତ ହେବା ପରେ ସମବେତ ଶିଶୁମାନଙ୍କୁ ବାଣ୍ଟାଯିବା ନୈବେଦ୍ୟ —Offerings distruibuted amongst the assembled children.