ବାଳମୂଳକ
ଛୋଟ ଓ କଅଁଳିଆ ମୂଳା —Tender and young radish.
[ଦ୍ରଷ୍ଟବ୍ୟ —ବୈଦିକ ମତରେ ଏହା କଟୁତିକ୍ତ, ପାଚକ, ବଳବର୍ଧକ; ଏହା ଶ୍ୱାସ, ଅର୍ଶ, କ୍ଷୟ ଓ ନେତ୍ର ରୋଗରେ ଉପକାରୀ—ହିନ୍ଦୀ - ଶ] ===