ବାଳସ କରିବା
ଦେଖଣା
ବାଳସ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଳସ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କ୍ରୀଡ଼ା କରିବା —୧. To amuse one's self.
- ୨. ସୁଖ ଉପଭୋଗ କରିବା — ୨. To enjoy.
- ୩. ଆମୋଦ ପ୍ରମୋଦ କରିବା; ମଉଜ କରିବା —୩. To make merry.
- ୪. ଛଇ ଦେଖାଇବା —୪. To show off.