Jump to content

ବାଳାତପ

ଉଇକିଅଭିଧାନ‌ରୁ

ବାଳାତପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବାଳ+ଆତପ)

[ସମ୍ପାଦନା]

ଉଦୟମାନ ସୂର୍ଯ୍ୟଙ୍କ କିରଣ; କଅଁଳିଆ ଖରା —The rays of the rising sun.