ବାଳାସ୍ଥି ବିକୃତି ରୋଗ
ଶିଶୁମାନଙ୍କର ଅସ୍ଥିର ଦୁର୍ବଳତା ଜିନିଷ ରୋଗ ବିଶେଷ —Rickets.
[ଦ୍ରଷ୍ଟବ୍ୟ —ଏ ରୋଗରେ ଶିଶୁର ଗୋଡ଼ ଧନୁ ପରି ବଙ୍କେଇ ଯାଏ, ପିଠି କୁଜା ହୋଇଯାଏ ଓ ଶିଶୁ ଚାଲି ପାରେ ନାହିଁ]