Jump to content

ବାଳିଆ ବାଉଁଶ

ଉଇକିଅଭିଧାନ‌ରୁ

ବାଳିଆ ବାଉଁଶ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାରମୋଟ ଓ ଫମ୍ପା ବାଉଁଶ; ଡଭା ବାଉଁଶ —A species of Bamboo.

[ଦ୍ରଷ୍ଟବ୍ୟ —ଏହା ଲମ୍ୱରେ ୪ ହାତ ଓ ବ୍ୟାସରେ ୫ ୬ ଇଞ୍ଚ ପର୍ଯ୍ୟନ୍ତ ବଢ଼ିବାର ଦେଖାଯାଏ ଏହାର ପବ ୧ ହାତ ହୁଏ]