Jump to content

ବାଳିବା

ଉଇକିଅଭିଧାନ‌ରୁ

ବାଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଭୂ ଧାତୁ ଣିଚ୍ ଭାବି ଧାତୁ)

[ସମ୍ପାଦନା]
୧. ବିବେଚନା କରିବା —୧. To consider.

(ଉ—ଖିଆଲ ପରି କି ଧନ! ମନରେ ଭାଳିଲୁ ରେ— କବିସୂର୍ଯ୍ୟ, କିଶୋରୀଚମ୍ପୂ. ଖ—ଗୀତ)

୨. ପରାମର୍ଶ କରିବା —୨. To consult.

(ଉ—ଏବେ ତୁମ୍ଭେ ବାପାଙ୍କ ସଙ୍ଗେ ଯାଇଁ ଭାଳ—କୃଷ୍ଣସିଂହ. ମହାଭାରତ ବନ)

୩. ଭାବିବା; ଚିନ୍ତା କରିବା —୩. To think.
୪. ଚିନ୍ତିତ ହେବା —୪. To be anxious or uneasy.

(ଉ—ଦେଖି ସହଦେବ ବସିଲେ ମନେ ଭାଳି—କୃଷ୍ଣସିଂହ. ମହାଭାରତ. ବନ)

୫. ଅନୁତାପ କରିବା —୫. To regret; to repent.