ବାଳିଶା
ଦେଖଣା
ବାଳିଶା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. ମୁର୍ଖା; ମୂଢ଼ା (ସ୍ତ୍ରୀ) — Ignorant (female)
ବାନିଶା ଯେ ମନ୍ଥରୀ ବେଗେ ଶ୍ରୀରାମସମ୍ମତି କରି— ଭଞ୍ଜ. ବୈଦେହୀଶବିଳାସ
- ୨. ବାତୁଳା (ସ୍ତ୍ରୀ) —୨. Mad; idiot (woman).
- ୩. ବାଳିକାବୁଦ୍ଧିଯୁକ୍ତା (ସ୍ତ୍ରୀ) — ୩. Chidish; foolish.
(୨+୩: ) ବାଳିଶା କ୍ରିୟାକୁ କୂଟ ରି ବାନ୍ଧି ଯେ— ଭଞ୍ଜ. ବୈଦେହୀଶବିଳାସ