ବାଳିଶ୍
=== ବୈଦେଶିକ - ବିଶେଷ୍ୟ - (ଫା) (ତୁଳ. ସଂସ୍କୃତ - ବାଲିଶ=ତକିଆରବୀ - Apte)—
ଆଉଜିବା ନିମନ୍ତେ ବସ୍ତ୍ରାବୃତ ତୁଳାରାଶି; ଉପାଧାନ; ତକିଆ; ମାଣ୍ଡି —Pillow.