Jump to content

ବାଳୀଶ

ଉଇକିଅଭିଧାନ‌ରୁ

ବାଳୀଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମୁତ୍ରକୁଚ୍ଛ, ରୋଗ — Scanty urination due to gravel.

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. (ବାଳୀ+ଈଶ) ବାଳାମଣି; ଶ୍ରେଷ୍ଠ ସ୍ତ୍ରୀ — ୧. An excellent lady
୨. (ବାଳି+ଈଶ) ବାଳୀ ନାମକ ମର୍କଟ ରାଜା —୨. The name of the nonkey king of Kiskindhyā.

ବାଳୀଶତ ତଥା କୋପେ ଗମିତ— ଭଞ୍ଜ. ବୈଦେହୀଶବିଳାସ

ବିଶେଷଣ - (ସଂସ୍କୃତ - ବାଳିଶ)

[ସମ୍ପାଦନା]
୧. କ୍ଷୂଦ୍ର —୧. Small.

ବାଳିଶତ ନୁହେଁ ଘେନ ସୁଚତ୍ତି ବାତୀ ବରାଟ ଦ୍ୟୁତ ସଦାଜିତ ଭଞ୍ଜ, ବୈଦେହୀଶବିଳାସ

୨. ମୂର୍ଖ —୨. Ignorant.

ବାଳୀଶ ତ ନୁହ ଘେନ ସୁଚିତ୍ତ— ଭଞ୍ଜ, ବୈଦେହୀଶବିଳାସ