ବାଳୁଙ୍ଗା ବାଛିବା
ଧାନ କିଆରିରୁ ବାଳୁଙ୍ଗା ଧାନର ଗଛ ଯାକ ଓପାଡ଼ି ପକାଇବା —To weed out Bāḻuṅgā plants from a paddy field.
[ଦ୍ରଷ୍ଟବ୍ୟ —ଧାନ ବାଛିବା ଅର୍ଥଧାନ କିଆରିରୁ ଧାନ ଗଛ ଯାକ ଚାଡ଼ିଦେଇ ଘାସ, ବାଳୁଙ୍ଗା ଆଦିକୁ ଉପାଡ଼ି ପକାଇବ]