Jump to content

ବାଳୁତ

ଉଇକିଅଭିଧାନ‌ରୁ

ବାଳୁତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ବାଳୁତୀ—ସ୍ତ୍ରୀ) 

ଗ୍ରାମ୍ୟ - ବିଶେଷ୍ୟ - ପୁଂ—(ସଂସ୍କୃତ - ବାଳ)

[ସମ୍ପାଦନା]
୧. ବାଳକ —୧. Boy.

ଜାଣି ବାଳୁତ କାଳୁ ଲବଣୀ ହାଣ୍ଡି ତଳୁ ଧରି ପାଶରେ ଦୃଢ଼େ ଭିଡ଼ି କବିସୂର୍ଯ୍ୟ. ସଙ୍ଗୀତ

୨. ପୁଲିଙ୍ଗ - ସନ୍ତାନ —୨. Male child.
୩. ଶିଶୁ —୩. Child.

ଯେସନେ ରଜବୀର୍ଯ୍ୟଯୁକ୍ତ ତହିଁରୁ ଉପୁଜେ ବାଳୁଚ ପ୍ରାଚୀ. ନିର୍ଗୁଣ ମାହାତ୍ନ୍ୟ


ବିଶେଷଣ -

[ସମ୍ପାଦନା]
୧. ଅଳ୍ପବୟସ୍କ; ବାଲ୍ୟ —୧. Of tender age.
୨. ଶିଶୁ ପରି ଜ୍ଞାନହୀନ —୨. Ignorant as a child.
୩. ଶିଶୁଜନୋଚିତ —୩. Childish; childlike.