ବାଳୁତ ବିବାହ
(ବାଲ୍ୟବିବାହ—ସଂ; ବାଳୁତ ବିଭା—ଅନ୍ୟରୂପ)
ଅପ୍ରାପ୍ତବୟସ୍କ ବାଳକ ଓ ବାଳିକାଙ୍କର ବିବାହ; ବାଲ୍ୟ ବିବାହ — Child marriage.