Jump to content

ବାଳୁ ବାଳୁ

ଉଇକିଅଭିଧାନ‌ରୁ

ବାଳୁ ବାଳୁ

ଉଚ୍ଚାରଣ

[ସମ୍ପାଦନା]

ବାଳ ବାଳୁଆ, ବାଳୁ ବାଳୁଆ—ଅନ୍ୟରୂପ

ଦେଶଜ - ବିଶେଷଣ - —(ସଂସ୍କୃତ - ବାଳମୟ)

[ସମ୍ପାଦନା]
୧. ଯାହାର ଶରୀରରେ ଅଧିକ ପରିମାଣରେ କେଶ ଜନ୍ମି ଥାଏ — ୧. Having a hairy body.
୨. ବାଳୁଆ; କେଶମୟ —୨. Hairy.
୩. ବହୁକେଶମିଶ୍ରିତ —୩. Mixed with a quantity of hair.
୪. ବାଳ ପରି ଅଳିଆ — ୪. Tangled like hair.

ବିଶେଷ୍ୟ -

[ସମ୍ପାଦନା]
୧. ସମ୍ୱାଳୁଆ ପୋକ —The wooly bear; wooly caterpillar.
୨. ଏକ ପ୍ରକାର ଲାଳଯୁକ୍ତ ଶାଗ —୨. A kind slimy of potherb.

[ଦ୍ରଷ୍ଟବ୍ୟ —ଏ ଶାଗରେ କାଣ୍ଡ ନାଲି, ପତ୍ର ବିରି ଫାଳ ପରି ଛୋଟ ଓ ମୋଟ; ଏ ଗଛ ମାଟିରେ ମନ୍ଦା ମନ୍ଦା ହୋଇ ବଢ଼େ]