ବାଳେଈ
ଦେଖଣା
ବାଳେଈ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଳେଈ
|
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. ଓଲୁ — ୧. Idiotic; foolish.
- ୨. ଯେ କଦର୍ଯ୍ୟରୂପରେ ଓ ଅପରିଷ୍କୃତ ଭାବରେ ଖାଏ ଓ ଅନ୍ୟାନ୍ୟ କାର୍ଯ୍ୟ କରେ —୨. (a woman) Eating and acting in a clumsy manner.
- ୩. ପେଟୁ (ସ୍ତ୍ରୀ) —୩. Gluttonous (woman)
[ଦ୍ରଷ୍ଟବ୍ୟ —ଏ ଶବ୍ଦର ଫୁଲିଙ୍ଗ ଆକାରର ବ୍ୟବହାର ନାହିଁ]