Jump to content

ବାଳେ କାଳେ

ଉଇକିଅଭିଧାନ‌ରୁ

ବାଳେ କାଳେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବାଳ+କାଳେ)

[ସମ୍ପାଦନା]

ଶିଶୁ ଅବସ୍ଥାରେ — In childhood.

ଯେ ନୁହେଁ ବାଳେ କାଳେ, ସେ ନୁହେଁ କାଳେ କାଳେ ଢ଼ଗ