ବାଳ କାଟିବା
(ବାଳ କତୁରିବା, ବାଳ ଛାଟିବା, ବାଳ ଛାଣ୍ଟିବା—ଅନ୍ୟରୂପ)
ଅନ୍ୟ ବ୍ୟକ୍ତିର କେଶକୁ କତୁରୀଦ୍ୱାରା କାଟିବା —To crop up another's hair.