Jump to content

ବାଳ କାଣ୍ଡ

ଉଇକିଅଭିଧାନ‌ରୁ

ବାଳ କାଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରାମାୟଣର ଆଦି କାଣ୍ଡ —The first of the seven books of the Rāmāyaṇa (describing the doings of Rāma in his boyhood.)

[ଦ୍ରଷ୍ଟବ୍ୟ —ଏଥିରେ ରାମଚନ୍ଦ୍ରଙ୍କର ବାଲ୍ୟାବସ୍ଥାର ଚରିତ ବର୍ଣ୍ଣିତ ହୋଇଅଛି]