ବାଳ ଛାଡ଼ିବା
ଦେଖଣା
ବାଳ ଛାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଳ ଛାଡ଼ିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କ୍ଷୌର ଆଦି ନ ହୋଇ ଆପଣାର କେଶକୁ ବଢ଼ାଇବା —୧. TO let one's hairs grow long.
- ୨. କେଶକୁ ଉନ୍ମୁକ୍ତ କରି ଲମ୍ୱିତ କରାଇବା — ୨. To let loose the hair.
ବାଳ ଛାଡ଼ି ଦିଅ ଅଣ୍ଟାରେ ପଡ଼ୁ ଲକ୍ଷେ ଚମ୍ପା ଫୁଲ ଝଡ଼ୁ—ଢଗ