Jump to content

ବାଳ ଡିମ୍ୱିରି

ଉଇକିଅଭିଧାନ‌ରୁ

ବାଳ ଡିମ୍ୱିରି

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Bāḻa ḍimbiri
  • ଆଇ.ପି.ଏ. — bˈal̩ˌʌ ɖˈɔ hɾˌɔʃʃoˈikaɾ mˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ ɾˈɔ hɾˌɔʃʃoˈikaɾ
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କ୍ଷୁଦ୍ର ବୃକ୍ଷ ବିଶେଷ — Ficus Hispida (Hains).

[ଦ୍ରଷ୍ଟବ୍ୟ —ଏହି ବୃକ୍ଷ ନଦୀ ଓ ନାଳ କୂଳରେ ଜନ୍ମେ ଏହାର ଫଳ ଖିଆଯାଏ]