ବାଳ ଧରାଧରି
ଦେଖଣା
ବାଳ ଧରାଧରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାଳ ଧରାଧରି
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ପରସ୍ପର ଚୁଟି ଧରାଧରି ହେବା — ୧. Mutual catching by the hair.
- ୨. ଭୟାନକ କଳି କଜିଆ —୨. Fierce quarrel.
ହାବୁଡ଼ିଲା, ଦହି ଚୁଡ଼ା ଖାଇ ବିଗିଡ଼ିଲା ଘଇତା ସାଙ୍ଗରେ ବାଳ ଧାରାଧରି, ଦିଅର ସାଙ୍ଗରେ ବିଗିଡ଼ିଲା— କେଳା ଗୀତ