ବାଳ ଧୂପ
ଦେଖଣା
ବାଳ ଧୂପ
ଉଚ୍ଚାରଣ
[ସମ୍ପାଦନା](ବାଳ ଭୋଗ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବାଳ ଧୂପ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଳ=ବାଳକ ଓ ଧୂପ)
[ସମ୍ପାଦନା]- ୧. ଠାକୁରଙ୍କ ସକାଳେ ସର୍ବପ୍ରଥମେ ଦିଆଯିବା ଅନ୍ନାଦି ନୈବେଦ୍ୟ —୧. The day's first offering of food to the Deity.
- ୨. ଦେବତାଙ୍କୁ ଭୋରରୁ ଭୋଗ କରାଯିବା ଜଳଖିଆ — ୨. The Deity's tiffin or breakfast.