ବାଳ ପକେଇବା
ଦେବତାଙ୍କ ଉଦ୍ଦେଶ୍ୟରେ ମାନସିକ କରି ଛାଡ଼ିଥିବା ବା ବଢ଼ାଇବା ଦୀର୍ଘକେଶକୁ କ୍ଷୌରାଦିଦ୍ୱାରା ମୁଣ୍ଡିତ ହେବା — To have one's long hairs shaven.