Jump to content

ବାଳ ପୁଅ

ଉଇକିଅଭିଧାନ‌ରୁ

ବାଳ ପୁଅ

ଉଚ୍ଚାରଣ

[ସମ୍ପାଦନା]

(ବାଳ ପୋଇ—ଅନ୍ୟରୂପ)

[ବାଳ ପୁ(ପୋ)ଏ—ବହୁବଚନ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ବାଳପୁତ୍ର)

[ସମ୍ପାଦନା]

ଶିଶୁପୁତ୍ର; ପିଲା ପୁଅ — Small child or boy.

ପିତା ବଚନେ କାଳ ପୁଅ ବୋଇଲେ ଶୁଣ ପିତାମହ ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ