Jump to content

ବାଳ ବଚା

ଉଇକିଅଭିଧାନ‌ରୁ

ବାଳ ବଚା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ; ସଂସ୍କୃତ - କାଳ ଓ ବତ୍ସ; ହିନ୍ଦିରୁ ଅନୁକୃତ)

[ସମ୍ପାଦନା]
୧. ପିଲାପିଲି — ୧. Children.
୨. ଆପଣାର ସନ୍ତାନସନ୍ତତି — ୨. One's own children.

ସନ୍ଧ୍ୟା ନ ହେଉଣୁ କାଲି ବାଳବଚ୍ଚା ସହ ତାର ଛେଦ ହେବ ଗଳା—ଭିକାରୀ. କଟବିଜୟ

୩. ପରିବାର —୩. Family.