ବାଳ ବଢ଼େଇବା
ଦେଖଣା
ବାଳ ବଢ଼େଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - କାଳ+ବର୍ଧକ)
[ସମ୍ପାଦନା]ବାଳରୁ ନ କାଟି ଲମ୍ୱ ହେବାକୁ ଛାଡ଼ି ଦେବା —୧. To let one's hair grow long (without cutting it).
- ୨. ଔଷଧ ବା ତୈଳାଦି ପ୍ରୟୋଗଦ୍ୱାରା କେଶ ବୃଦ୍ଧି ହେବା ଉପାୟ କରିବା — ୨. To make one's hair grow long by application of medicated oil etc.