Jump to content

ବାଳ ବଢୁଣୀ

ଉଇକିଅଭିଧାନ‌ରୁ

ବାଳ ବଢୁଣୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଳ ଓ ବର୍ଧନୀ)

[ସମ୍ପାଦନା]
୧. ଶତାତାରୀ ଗଛ —୧. The asparagus.

[ଦ୍ରଷ୍ଟବ୍ୟ —ଏହାର ଡାଳ ମୁଣ୍ଡରେ ଖୋସିଲେ ମସ୍ତକରେ କେଶ ବୃଦ୍ଧି ପାଏ ବୋଲି ସ୍ତ୍ରୀଲୋକଙ୍କ ବିଶ୍ୱାସ]

୨. କେଶ ବୃଦ୍ଧିକାରକ ଔଷଧ —୨. A preparation which causes the hair to grow.