Jump to content

ବାଳ ଭାନୁ

ଉଇକିଅଭିଧାନ‌ରୁ

ବାଳ ଭାନୁ

ଉଚ୍ଚାରଣ

[ସମ୍ପାଦନା]

(ବାଳସୂର୍ଯ୍ୟ, ବାଳାର୍କ, ବାଳରବି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବାଳ+ଭାନୁ)

[ସମ୍ପାଦନା]
୧. (କର୍ମଧା) ଅଳ୍ପକାଳ ହେଲା ଉଦିତ ହୋଇଥିବା ସୂର୍ଯ୍ୟ —୧. Newly risen sun.
୨. ବୈଦୁର୍ଯ୍ୟ ମଣି (ହିନ୍ଦୀ - ଶ.) —୨. Lapis lazuli.