ବାଳ ଶିଷ
ଦେଖଣା
ବାଳ ଶିଷ
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବି—(ସଂସ୍କୃତ - ବାଳ+ଶିଷ୍ୟ ବା ଶିଶୁ)
[ସମ୍ପାଦନା]- ୧. ଛୋଟ ବାଳକ; ଶିଶୁ ବାଳକ —୧. Young boy; malechild.
- ୨. ବାଳକ ସଙ୍ଗୀ — Boy-companion.
ବୃନ୍ଦାବନରେ କରନ୍ତି ବିଳାସ, ସଙ୍ଗେ ଘେନି ଅନେକ ବାଳଶିଷ ଭକ୍ତଚରଣ ମଥୁରାମଙ୍ଗଳ
- ୩. ବିଦ୍ୟାଳୟରେ ପଢୁଥିବା ସାନ ପିଲା —୩. A young boy or infant reading in school.