ବାଶନ
ଦେଖଣା
ବାଶନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ବାଶ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ପକ୍ଷୀଙ୍କ ବୋବାଳି; ପକ୍ଷିରାବ —୨. The cooing of birds.
- ୨. ମାଛିଙ୍କ ଭଣଭଣ ହେବା (ହିନ୍ଦୀ - ଶ) —୨. =Buzzing or humming of fleas.
ସଂସ୍କୃତ - ବିଶେଷଣ - ଫୁ—(+କର୍ତ୍ତୃ. ଅନ)
[ସମ୍ପାଦନା]- ୧. ବୋବାଉଥିବା (ପକ୍ଷୀ) (ହିନ୍ଦୀ - ଶ) —୧. Warbiung (bnird).
- ୨. ଭଣ ଭଣ ହେଉଥିବା (ମାଛି) (ହିନ୍ଦୀ - ଶ) —୨. Buzzing (fleas).