Jump to content

ବାଶିଷ୍ଠ

ଉଇକିଅଭିଧାନ‌ରୁ

ବାଶିଷ୍ଠ

ଉଚ୍ଚାରଣ

[ସମ୍ପାଦନା]
(ବାଶିଷ୍ଠୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ -(ବଶିଷ୍ଠ+ଅ)

[ସମ୍ପାଦନା]

ବଶିଷ୍ଠସମ୍ୱନ୍ଧୀୟ — Ralating to sage Baṡishṭha.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଏକ ଉପପୁରାଣର ନାମ (ହିନ୍ଦୀ - ଶ) — ୧. Name of a minor mythlogical treaties.
୨. ଏକ ପ୍ରାଚୀନତୀର୍ଥୀ (ହିନ୍ଦୀ - ଶ) —୨. Name of a place of Hindu pilgrimage.



ବାଶିଷ୍ଠ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବଶିଷ୍ଠ+ସମ୍ୱନ୍ଧ ବା କୃତ ଅର୍ଥରେ+ଅ)

[ସମ୍ପାଦନା]
୧. ବଶିଷ୍ଠ ଋଷି ସମ୍ୱନ୍ଧୀୟ —୧. Relating. to sage Basishṭha.
୨. ବଶିଷ୍ଠ ଗୋତ୍ରୀୟ — ୨. Sage in the family of Basishṭha.
୩. ବଶିଷ୍ଠପ୍ରଣୀତ —୩. Made by Basishṭh.

ବିଶେଷ୍ୟ -

[ସମ୍ପାଦନା]
୧. ବଶିଷ୍ଠ ପ୍ରଣୀତ ଯୋଗଶାସ୍ତ୍ର —୧. A book on J̄oga by Basishṭha.
୨. ବଶିଷ୍ଠଙ୍କ ପୁତ୍ର — ୨. Son of Bashishṭha.
୩. ରୁଧିର; ରକ୍ତ (ହିନ୍ଦୀ - ଶ) — ୩. Blood.