Jump to content

ବାଶେଳୀ

ଉଇକିଅଭିଧାନ‌ରୁ

ବାଶେଳୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - ବି—(ସଂସ୍କୃତ - ବିଶାଳାକ୍ଷୀର ଅପଭ୍ରଂଶ, କିମ୍ୱା ବିନ୍ଧ୍ୟ— ବାସିନୀର ଅପଭ୍ରଂଶ)

ଦେବୀବିଶେଷ;ଚଣ୍ଡୀଙ୍କର ମୁର୍ତ୍ତିଭେଦ —A popular Goddes.

[ଦ୍ରଷ୍ଟବ୍ୟ —ଏ ମନୁଷ୍ୟଠାରେ ଆବିର୍ଭୁତା ହେଲେ ମନୁଷ୍ୟ ଖୁବ୍ କୁଦେ ଓ ନାଚେ ପୁରୀରେ ସାଇ ଯାତ ସମୟରେ ବାଶିଳୀ ଠାକୁରାଣୀଙ୍କ ମୁର୍ତ୍ତି ବାହାରନ୍ତି ଓ ଚଇତିଘୋଡ଼ାଙ୍କୁ ସମୟ ସମୟରେ ବାଶେଳୀ ଲାଗନ୍ତି]