ଦେଶଜ - ବିଶେଷଣ - ସ୍ତ୍ରୀ. (ସଂସ୍କୃତ - ବାସ+ଅଙ୍ଗ)
[ସମ୍ପାଦନା]
- ୧. ସୌରଭାଙ୍ଗୀ — ୧. Having limbs emitting sweet scent.
ବାସ ବାସ ଅଙ୍ଗୀର ଖସିଲା ଦୀପ୍ତ ସ୍ତନ ଭଞ୍ଜ. ବୈଦେହୀଶବିଳାସ
- ୨. ବସ୍ତ୍ରପରିହିତାଙ୍ଗୀ —୨. Wearing clothes.
ବସେ ଅଙ୍ଗୀରେ ଆଲିଙ୍ଗନ ବିଚିତ୍ର କଳାବତୀ ଘେନ ଭଞ୍ଜ, ବୈଦେହୀଶବିଳାସ