ବାସକ
ଦେଖଣା
ବାସକ
ଉଚ୍ଚାରଣ
[ସମ୍ପାଦନା](ବାସକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବାସଧାତୁ=ବାସିତ କରିବା+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ସୁଗନ୍ଧପ୍ରଦ —୧. Sweet-smelling.
- ୨. ବାସ କରୁଥିବା —୨. Residing; dwelling.
- ୩. ସୁଗନ୍ଧକାରକ —୩. Perfuming.
ବିଶେଷ୍ୟ -
[ସମ୍ପାଦନା]- ୧. ବସତି ସ୍ଥାନ; ଆବସ; ଗୃହ —୧. Residence.
- ୨. ବାସଙ୍ଗ (ଦେଖ) - —୨. Bāsa ṅga (See)
- ୩. ଗାନର ଅଙ୍ଗ ବିଶେଷ —୩. Name of a part of a song.
[ଦ୍ରଷ୍ଟବ୍ୟ —ଶଙ୍କରଙ୍କ ମତରେ ମନୋହର, କନ୍ଦର୍ପ, ଚାରୁ ଓ ନନ୍ଦନ; ମତାନ୍ତରରେ ବିନୋଦ, ବରଦ, ନନ୍ଦ ଓ କୁମୁଦ , ଗାନର ଏହି ଚାରି ଅଙ୍ଗ ଅଟେ—ହିନ୍ଦୀ - ଶ.]
- ୪. ବାସର; ଦିନ (ହିନ୍ଦୀ - ଶ) —୪. Day.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସୁବାସ; ବାସନା; ସୁଗନ୍ଧ —Sweet scent.