ବାସକ ସଜ୍ଜା
ଦେଖଣା
ବାସକ ସଜ୍ଜା
ଉଚ୍ଚାରଣ
[ସମ୍ପାଦନା](ବାସସଜ୍ଜା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ବାସକ=ବାସସ୍ଥାନଚ ଗୃହ+ ସଜ୍ଜ)
[ସମ୍ପାଦନା]କାବ୍ୟୋକ୍ତ ନାୟିକାବିଶେଷ; ନିଜେ ବେଶଭୁଷାରେ ସଜ୍ଜିତା ହୋଇ ଓ ଆପଣାର କେଳି ମନ୍ଦିରକୁ ନାନା ମନୋହର ଦ୍ରବ୍ୟରେ ସଜ୍ଜିତ କରି ଯେଉଁ ନାୟିକା ନାୟକର ଆଗମନକୁ ଅପେକ୍ଷା କରିଥାଏ — A class of heroines in love-stories; a lady dressed in all her finery and after decorating her room, eagerly expecting the advant of her lover or paramour.