Jump to content

ବାସଗୃହ

ଉଇକିଅଭିଧାନ‌ରୁ

ବାସଗୃହ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୪ର୍ଥୀ ତତ୍; ବା ଷଷ୍ଠୀ ତତ; ବାସ+ଗୃହ)

[ସମ୍ପାଦନା]
୧. ବାସ କରି ରହିବା ଘର —୧. Residential house.
୨. ସୁବାସପୂର୍ଣ୍ଣ ଘର —୨. A room sweet full of scents.