ବାସଙ୍ଗ
ଦେଖଣା
ବାସଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାସକ)
[ସମ୍ପାଦନା]ଉଚ୍ଚ କ୍ଷୁପବିଶେଷ — Adhatoda Vasica; Bergera Koenigi.
ଅନୁବାଦ
[ସମ୍ପାଦନା]ବାସଙ୍ଗ
[ଦ୍ରଷ୍ଟବ୍ୟ —ଏହାର ପତ୍ର ପିତା, ଶାଖାଗ୍ରରେ ବହୁ ପୁଷ୍ପ ଜନ୍ମେ ପୁଷ୍ପ ସଙ୍ଗେ ଅନେକ ଉପପତ୍ର ଥାଏ ଫୁଲ ଧଳା ଓ ଫୁଲର କଣ୍ଠ ହଳଦିଆ ଏହା ଶୀତକାଳରେ ଫୁଟେ ଏହାର ଫୁଲ କାଶ ଓ କ୍ଷୟରୋଗରେ ହିତକର ଏହା ପୁଷ୍ପବର୍ଣ୍ଣଭେଦରେ ଦୁଇ ପ୍ରକାର ଶୁକ୍ଲପୁଷ୍ପୀ ବାସଙ୍ଗର ସଂସ୍କୃତ ନାମ ସିଂହଭୁମି; ତାମ୍ରପୁଷ୍ପୀ ବାସଙ୍ଗର (ଦବ୍ୟଗୁଣ କଳ୍ପଦ୍ରୁମ)]