ବାସନା
ଦେଖଣା
ବାସନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବାସ୍ ଧାତୁ+ଭାବ. ଆ)
[ସମ୍ପାଦନା]- ୧. ପ୍ରତ୍ୟାଶା —୧. Hope or desire in return.
- ୨. ଲାଳସା —୨. Hankering; passion for anything.
- ୩. କାମନା; ଅଭିଳାଷ; ବାଞ୍ଚା — ୩. Desire; inclination; wish.
- ୪. ପୂର୍ବେ ଜନ୍ମରେ ସଂସ୍କାର; ମନୁଷ୍ୟ ପୂର୍ବ ଜନ୍ମରେ ମନରେ ଯେଉଁ ସବୁ ଭୋଗ କରିବାକୁ ଆଶା କରିଥାଏ — ୪. Desires or hankerings entertained by a person in a previous existence.
- ୫. ଜ୍ଞାନ —୫. Knowledge.
- ୬. ଯୁକ୍ତି —୬. Argument.
- ୭. ଦୁର୍ଗା —୭. Goddess Durgā.
- ୮. (ଜ୍ୟୋତିଷ) ଗ୍ରହସ୍ପଷ୍ଟୀକରଣୋପଯୋଗୀ ସଂସ୍କାର— ବିଶେଷ —୮. (astrology) A process or retual for ascertaining the position of planets
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବାସ; ଗନ୍ଧ —୧. Small; scent.
- ୨. ସୁବାସ; ସୁଗନ୍ଧ —୨. Sweet smell.
- ୩. (ଲକ୍ଷଣାର୍ଥ) କୌଣସି ବିଷୟକୁ ସାମାନ୍ୟ ମାତ୍ରା ଗନ୍ଧ; ଗନ୍ଧ ସମ୍ୱନ୍ଧ; ଅନୁଭୂତ —୩. (allegorical) Scent of a matter.
(ଯଥା—ସାଆନ୍ତ ୫ ଲୋକଙ୍କ ଖିରି ପିଠା ବାଣ୍ଟିଲେ, ମୁଁ ତାର ବାସନା ସୁଦ୍ଧା ପାଇଲି ନାହିଁ)
ଅନୁବାଦ
[ସମ୍ପାଦନା]ବିଶେଷଣ -
[ସମ୍ପାଦନା]- ୧. ସୁବାସିତ —୧. Sweet-scented.
- ୨. (ଲକ୍ଷଣାର୍ଥ) ସର୍ବୋତ୍ତମ; ଶ୍ରେଷ୍ଠ ସ୍ଥାନୀୟ ବ୍ୟକ୍ତି — ୧. Best.
ସୁନା ଗୋରୀ ତୁ ଏକା ସିନା ସୁନାଗରା ଶିର ଫୁଲ ବାସନା କବିସୂର୍ଯ୍ୟ. ସଙ୍ଗୀତ