Jump to content

ବାସନା ପାଇବା

ଉଇକିଅଭିଧାନ‌ରୁ

ବାସନା ପାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ପଦାର୍ଥ ସୁବାସ ଗ୍ରହଣ କରିବା —୧. To smell the odour of a thing.

(ଯଥା—ଠାକୁର ଭୋଗରୁ କେବଳ ମାତ୍ର ବାସନା ପାଆନ୍ତି)

୨. (ଲକ୍ଷଣାର୍ଥ) କୌଣସି ବିଷୟରେ ଗନ୍ଧ ମାତ୍ର ଜାଣିବା —୨. (figurative) To get the scent of a matter; to get an inkling of a matter.