ବାସନା ବାରିବା
ଦେଖଣା
ବାସନା ବାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନାକଦ୍ୱାରା କୌଣସି ବସ୍ତୁର ବିଶିଷ୍ଟ ଗନ୍ଧ ଗ୍ରହଣ କରିବା —୧. To scent a thing.
- ୨. (ଲକ୍ଷଣାର୍ଥ) କୌଣସି ବିଷୟକୁ ଟେର୍ ପାଇବା — ୨. (figurative) to get the hint of something. :୩. ନାକଦ୍ୱାରା କୌଣସି ବସ୍ତୁର ଗନ୍ଧକୁ ସ୍ଥିରକରି ସେ ବସ୍ତୁର ଆବସ୍ଥାନ ଆଦି ସ୍ଥିର କରିବା ===
[ବାସନା ଠଉରା(ରେ)ଇବା—ଅନ୍ୟରୂପ] ୩. To locate a thing with the help of the scent it emits.