ବାସନ୍ତ
ଦେଖଣା
ବାସନ୍ତ
ଉଚ୍ଚାରଣ
[ସମ୍ପାଦନା](ବାସନ୍ତୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବସନ୍ତ+ସମ୍ୱର୍ଧାର୍ଥେ.ଅ)
[ସମ୍ପାଦନା]- ୧. ବସନ୍ତ ଋତୁ— ସମ୍ୱନ୍ଧୀୟ —୧. Vernal; relating to the spring season.
- ୨. ବସନ୍ତ ଋତୁରେ କରାଯିବା —୨. Performed during tthe spring.
ବିଶେଷ୍ୟ -
[ସମ୍ପାଦନା]- ୧. କୋକିଳ —୧. The cuckoo.
- ୨. ମଳୟ ପବନ —୨. The spring-breezee; south breeze; breeze.
- ୩. ମଦନ ବୃକ୍ଷ; ମହଣ ଗଛ —୩. Randia Longispina; Vangoria Spinosa.
- ୪. ଉଷ୍ଟ୍ର —୪. Camel.
- ୫. ମୁଗ —୫. Mung pulsa.