Jump to content

ବାସନ୍ତି

ଉଇକିଅଭିଧାନ‌ରୁ

ବାସନ୍ତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ମନୋନୀତ — ୧. Selected; choice.
୨. ଭଲ ପାଉଥଛିବା; ସ୍ନେହ କରୁଥିବା —୨. Loving.

ବାସନ୍ତି ଆଳି ବାସନ୍ତି ଆଳିପରି ଗୁନ୍ଥିବି ଢୋଳି ଭଞ୍ଜ. କୋଟିବ୍ରହ୍ମଣ୍ଡସୁନ୍ଦରୀ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ବାସନାଯୁକ୍ତ ଔଷଧରେ ବ୍ୟବହୃତ ବନ୍ୟ ଗୁଳ୍ମ ବିଶେଷ —A kind of shrub used in scenting medicines.