Jump to content

ବାସନ୍ତୀ

ଉଇକିଅଭିଧାନ‌ରୁ

ବାସନ୍ତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ବସନ୍ତ+ଈ)

[ସମ୍ପାଦନା]

ବସନ୍ତକାଳୀନ — Aernal.

ବିଶେଷ୍ୟ -

[ସମ୍ପାଦନା]
୧. ନବ ମାଳିକା; ନିଆଳୀ ଫୁଲ —୧. Jasminum. Zambac.
୨. ମାଧବୀ ଲତା —୨. A flowering creeper; Hyptaga Madablata.

[ଦ୍ରଷ୍ଟବ୍ୟ —ଏହା ବସନ୍ତ କକାଳରେ ଫୁଟେ]

୩. ମଦନୋତ୍ସବ —୩. A festival in honour of God Cupid held during the spring.
୪. ଦୁର୍ଗା —୪. Goddess Durgā.
୫. କୃଷ୍ଣମୁଦ୍ଗ; କଳା— ମୁଖ —୫. A kind of pulse; Phasiolus Mung,
୬. ନାଲୀ ଓ ହଳଦିଆ ମିଶା ରଙ୍ଗ; ନାରଙ୍ଗୀ ରଙ୍ଗ — ୬. Reddish yellow colour.
୭. ଚତୁ ର୍ଦ୍ଦଶାକ୍ଷରୀ ଛନ୍ଦୋବିଶେଷ —୭. A metre of ୧୪ syllables.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବସନ୍ତ କାଳୀନ ଫୁଲ — Flowers of the spring season.

ବାସନ୍ତୀର ପ୍ରକଟିତ ବବାସ ବାସ ମଧ୍ୟେ ନ ହରିଲି ବାସ ଭଞ୍ଜ, ପ୍ରେମସୁଧାନିଧି